JobHabor
Menu

Online Data Analyst - Odia (IN)

Jobs for Humanity · Bhubaneswar, ODISHA, India · Remote

Weak hiring record · median 187 days open

9292

Hiring signal

Actively hiring

Still listed on the employer's own board · How we score

All reasons
  • 63% of this employer's openings are over 60 days old

In its favour

  • Still listed on the employer's own board

Did you apply?

Online Data Analyst - Odia (IN) at Jobs for Humanity. We’ll keep it in your applied jobs, so you can see it later and be warned before applying to the same employer twice.

ଆପଣ କଣ ଗବେଷଣା ପ୍ରତି ଆଗ୍ରହୀ ଏବଂ ଜାତୀୟ ଓ ସ୍ଥାନୀୟ ଭୂଗୋଳ ବିଷୟରେ ଭଲ ଧାରଣା ରଖୁଥିବା ଜଣେ ସୂକ୍ଷ୍ମଦର୍ଶୀ ବ୍ୟକ୍ତି? ଏହି ଫ୍ରିଲାନ୍ସ ଅବସର ଆପଣଙ୍କୁ ନିଜ ଗତିରେ ଏବଂ ଘରରୁ କାମ କରିବା ସୁଯୋଗ ଦେଉଛି।

ଏକ ଅନଲାଇନ୍ ଡାଟା ବିଶ୍ଳେଷକଙ୍କର ଜୀବନରେ ଏକ ଦିନ

  • ଏହି ଭୂମିକାରେ ଆପଣ ଏକ ପ୍ରକଳ୍ପ ଉପରେ କାମ କରିବେ ଯାହା ବିଶ୍ୱବ୍ୟାପୀ ଲୋକମାନେ ବ୍ୟବହାର କରୁଥିବା ଡିଜିଟାଲ୍ ମାନଚିତ୍ରଗୁଡ଼ିକର ବିଷୟବସ୍ତୁ ଓ ଗୁଣଉନ୍ନତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଥିବ।
  • ୱେବ୍ ଆଧାରିତ ପରିବେଶରେ ଗବେଷଣା ଓ ମୂଲ୍ୟାୟନ କରିବା, ଯଥା ତଥ୍ୟ ସତ୍ୟାପନ, ତୁଳନା, ଏବଂ ତଥ୍ୟର ସଠିକତା ଓ ସମ୍ପ୍ରସଙ୍ଗିକତା ନିର୍ଣ୍ଣୟ କରିବା।

ଆଜି ଆମ ସହିତ ଯୋଗ ଦିଅନ୍ତୁ ଏବଂ ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ଏକ ଗତିଶୀଳ ଓ ନବପ୍ରଯୁକ୍ତିମୂଳକ ଦଳର ଅଂଶ ହୁଅନ୍ତୁ!

TELUS Digital AI Community

Our global AI Community is a vibrant network of more than one million contributors from diverse backgrounds who help customers collect, enhance, train, translate, and localize content to build better AI models. Become part of our growing community and contribute to the development of innovative AI technologies used by some of the world's largest brands.

Qualification path

ଯୋଗ୍ୟତା

ଏହି ଭୂମିକା ପାଇଁ ଆବେଦନ କରିବାକୁ ପୂର୍ବ ଅନୁଭବର ଆବଶ୍ୟକତା ନାହିଁ, କିନ୍ତୁ ଏହି ପ୍ରକଳ୍ପ ଉପରେ କାମ କରିବାକୁ ମୌଳିକ ଆବଶ୍ୟକତା ପୂରଣ କରିବା ଏବଂ ଏକ ମାନକ ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ଯିବା ଆବଶ୍ୟକ। ଏହା ଏକ ଅଂଶକାଳୀନ ଦୀର୍ଘ ଅବଧି ଯୁକ୍ତ ପ୍ରକଳ୍ପ ଓ ଆପଣଙ୍କ କାମ ଏହି ଚୁକ୍ତିର ସମୟସୀମାରେ ଗୁଣମାନ ନିୟନ୍ତ୍ରଣ ପରୀକ୍ଷାର ଅଧୀନରେ ରହିବ।

ମୌଳିକ ଆବଶ୍ୟକତା

  • ଓଡ଼ିଆ ଭାଷାରେ ପାଠନ ଓ ଲେଖନରେ ପରଙ୍ଗମତା ଏବଂ ଇଂରାଜୀ ଭାଷାରେ ମୌଳିକ ପାରଙ୍ଗମତା
  • ଜଣେ ବ୍ୟକ୍ତି ଯିଏ ଗତ 5 ବର୍ଷ ଧରି ଭାରତରେ ରହୁଛନ୍ତି ଏବଂ ଭାରତୀୟ ବ୍ୟବସାୟ, ଗଣମାଧ୍ୟମ, କ୍ରୀଡା, ସମାଚାର, ସାମାଜିକ ଗଣମାଧ୍ୟମ ଏବଂ ସାଂସ୍କୃତିକ ବିଷୟବସ୍ତୁ ବିଷୟରେ ଜ୍ଞାନୀ।
  • ନିର୍ଦ୍ଦେଶନାମାନଙ୍କୁ ଅନୁସରଣ କରିବା ଓ ସର୍ଚ ଇଞ୍ଜିନ, ମାନଚିତ୍ର, ୱେବସାଇଟ ଆଧାରିତ ସୂଚନା ବ୍ୟବହାର କରି ଅନଲାଇନ୍ ଗବେଷଣା କରିବା
  • ମାନଚିତ୍ର, ସମ୍ବାଦ, ଧ୍ୱନି ସମ୍ବନ୍ଧୀୟ କାମ, ରିଲେଭାନ୍ସ ଭଳି ଭିନ୍ନ-ଭିନ୍ନ ଧରଣର କାମ ସହ କାର୍ଯ୍ୟ କରିବାର କ୍ଷମତା
  • ଦୈନିକ broadband ଇଣ୍ଟରନେଟ୍ ସଂଯୋଗ, କମ୍ପ୍ୟୁଟର ଓ ଆବଶ୍ୟକ ସଫ୍ଟୱେର ର ପହଞ୍ଚ

ମୂଲ୍ୟାଙ୍କନ

କାର୍ଯ୍ୟକ୍ରମରେ ଚୟନ ପାଇଁ ଆପଣ ଏକ ଖୋଲା ପୁସ୍ତକ ପରୀକ୍ଷା ଦେବେ ଯାହା ଆପଣଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବ। ଏହା ସହିତ ପରିଚୟ ପରୀକ୍ଷା ମଧ୍ୟ କରିବେ। ଆମ ଦଳ ଆପଣଙ୍କୁ ଯୋଗ୍ୟତା ପରୀକ୍ଷା ପୂର୍ବରୁ ନିର୍ଦ୍ଦେଶ ଓ ଶିକ୍ଷାନୈତିକ ସାମଗ୍ରୀ ଯୋଗାଇ ଦେବ। ଆପଣ ଏହି ପରୀକ୍ଷା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କିନ୍ତୁ ଆପଣଙ୍କ ସୁବିଧା ଅନୁଯାୟୀ ଦେବେ।

Service Rates

Compensation is based on tasks completed and project availability. Estimated earnings may vary depending on task volume and program requirements including, quality, and productivity, in accordance with the program's quality standards and guidelines.

Independent Contractor Relationship

This opportunity is offered on an independent contractor basis. Contributors have the flexibility to choose when and how much they work, subject to project availability and quality requirements. This opportunity is not and should not be construed as creating an employment relationship with TELUS Digital.

To apply, please reach us at tiai_diverse_crowd@telusdigital.com by sending a copy of your CV along with the following details:

  • Year of Birth
  • Country Origin
  • Current Country of Residence
  • Native language and any additional languages spoken
  • Subject Title: "Jobs for Humanity- Put the Job Role"

More jobs at Jobs for Humanity

All 431

Similar roles